9 ତାର୍ହଃଚେ ମାପୁର୍ କୟ୍ଲା, " ଜାଆ ଆର୍ ଇ କଃତା ଲକ୍ମଃନ୍କେ କଃଉ ତୁମିମଃନ୍ ସୁଣୁଲାସ୍, ମଃତର୍ ବୁଜୁନାହାରୁଲାସ୍ ଆର୍ ଦଃକୁଲାସ୍, ମଃତର୍ ଜାଣୁନଃହାରୁଲାସ୍। 10 ସେମଃନ୍କେ ବୁଲ୍କାଉ, ଲଃକ୍ମଃନ୍ ଜଃନ୍କଃରି ନିଜାର୍ ଆକିୟେ ଦଃକ୍ତି ଆର୍ କାନେ ସୁଣ୍ତି ସେରି ଜଃନ୍କଃରି ବୁଜୁ ନଃହାର୍ତି ସେହର୍ ସେମଃନ୍କେ ଅଃଟୁଉଆ କଃର୍ ସେମଃନ୍କାର୍ କାନ୍ବଃୟିରା କଃର୍ ସେମଃନ୍କାର୍ ଆକିକେ ମୁଦି ଦେସ୍।"