ମୁକ୍ତିର୍ କବୁର୍
1 ମାରୁ ଇସ୍ୱରାର୍ ଆତ୍ମା ମର୍ ଉହ୍ରେ ଆସ୍ଲି; କାୟିତାକ୍ବଃଲେକ୍ ଇନସ୍ତା ଲକ୍ମଃନାର୍ ତଃୟ୍ ନିକ କବୁର୍ ପର୍ଚାର୍ କଃରୁକେ ଇସ୍ୱର୍ ମକେ ଅବିସେକ୍ କଃରି ଆଚେ; ସେମଃନ୍ ବାଙ୍ଗିଜାୟିରିଲା ଲକ୍ମଃନାର୍ ଗାଉ ବାନ୍ଦୁକେ, କଃୟ୍ଦି ଲକମଃନ୍କେ ମୁକ୍ତି ଆର୍ ବନ୍ଦି ଲକ୍ମଃନ୍କେ ବନ୍ଦି ତଃୟ୍ ହୁଣି ମୁକ୍ଳାଉଁକେ ପର୍ଚାର୍ କଃରୁକେ;