6 କାୟିତାକ୍ବଃଲେକ୍ ଅଃମିମଃନ୍କାର୍ ଗିନେ ଗଟେକ୍ ହିଲା ଜଃଲମ୍ ଅୟିଆଚେ, ଅଃମିକେ ମାପୁର୍ ଗଟେ ହିଲା ଦଃୟିଆଚେ ଆର୍ ତାର୍ କଃନ୍ଦେ ସଃବୁଲକାର୍ ଦାୟିତାର୍ ବଜ୍ ବୟିଦ୍; ଆରେକ୍ ତାର୍ ନାଉ କାବାକଃରୁ, ମଃତ୍ରି, ସଃକ୍ତିକାରି ମାପୁର୍, ଜୁଗ୍ଜୁଗ୍ ରେତା ଉବା, ସାନ୍ତିର୍ ରଃଜା ଅୟିଦ୍। 7 ତାର୍ ରାୟିଜେ ଦାୟିତ୍ ଆର୍ ସାନ୍ତି ଆସେଦ୍, ସେ ଦାଉଦାର୍ ସିଙ୍ଗାସଣ୍ ଉହ୍ରେ ବଃସେଦ୍ ଆର୍ ତାର୍ ରାୟିଜେ ତାହୁନ୍ ଅୟି ନ୍ୟାୟ୍ ବିଚାର୍ କଃରେଦ୍ ଆର୍ ଦଃର୍ମାର୍ ବଃଳେ ଜୁଗ୍ଜୁଗ୍ ହଃତେକ୍ ରାୟିଜ୍ ସାସନ୍ କଃରେଦ୍। ଇରି ସଃବୁଟାଣୁ ଉଟ୍ୟା ସଃକ୍ତି କାରି ମାପୁର୍ ଇଚା ହୁରୁଣ୍ କଃରେଦ୍।
Publicidade