ଇସ୍ୱର୍ ଜିରୁସାଲେମ୍କେ ରଃକ୍ୟା କଃରେଦ୍
1 ଏ ଜୁୟ୍ମଃନ୍ ଉହ୍କାର୍ ହାଉଁକେ ମିସର୍କେ ଜାତି ଆର୍ ଗଳାମଃନ୍କେ ଆସ୍ର କଃର୍ତି ଆର୍ ରଃତ୍ ଗାଦା ରିଲାକେ ଆର୍ ଗଳା ଚାଲାଉମଃନ୍ ବେସି ସକ୍ତି ଅୟ୍ଲାକେ ସେମଃନାର୍ ଉହ୍ରେ ସଃତ୍ କଃର୍ତି; ମଃତର୍ ଇସ୍ରାଏଲାର୍ ଦଃର୍ମିକେ ଦଃକି ନଃକେର୍ତି କି ଇସ୍ୱର୍କେ କଜି ନଃକେର୍ତି ସେମଃନ୍ ନଃସ୍ଟ୍ ଅୟ୍ଲା ଲକ୍। 2 ଅୟିଲେକ୍ ହେଁ ସେ ଗିଆନି ଆର୍ ସେ ବିବ୍ତି ଗଃଟାୟ୍ଦ୍, ଆର୍ ନିଜାର୍ କଃତା ସେ ବିନ୍ ନଃକେରେ ମଃତର୍ ସେ କଃରାପ୍କାମ୍ କଃରୁମଃନାର୍ ଆର୍ ଅଃଦଃର୍ମି ମଃନାର୍ ଉହ୍କାର୍ କଃରୁମଃନାର୍ ବିରୁଦେ ଉଟେଦ୍।