9 ଏ ସିୟନ୍ ଚଃମେ ନିକକବୁର୍ ପର୍ଚାର୍ କଃର୍ତାଲକ୍, ତୁୟ୍ ଉଚ୍ ହଃର୍ବାତ୍କେ ଜାଆ; ଏ ଜିରୁସାଲେମ୍ ଜିରୁ ସାଲେମ୍ ଚଃମେ ନିକ କବୁର୍ ପର୍ଚାର୍କାରିଣି ତୁୟ୍ ବଃଳ୍ଦଃକାୟ୍ ଉଚ୍ସଃବଦ୍ କଃର୍, ଡିର୍ ନାୟ୍; ଜିଉଦାର୍ ବଃସ୍ତିମଃନ୍କେ କଃଉ, ଏ ଦଃକ୍, ତୁମିମଃନାର୍ ଇସ୍ୱର୍।
Publicidade
Publicidade