କରସ୍କେ ଇସ୍ୱର୍ ବାଚ୍ଲା
1 ଇସ୍ୱର୍ ନିଜାର୍ ଆସିର୍ବାଦ୍ ଦିଲାଲକାର୍, ବଃଲେକ୍ କରସ୍ ବିସୟ୍ ଇ କଃତା କଃଉଁଲା, ମୁୟି ତାର୍ ମୁୟେଁ ନାନା ଗସ୍ଟିକେ ଆରାଉତା ଗିନେ ତାର୍ କାତାଆତ୍ ଦଃରିଆଚି ଆର୍ ମୁୟି ରଃଜାମଃନାର ଅଃଟାବାନ୍ଦୁଣ୍ ଇଟାୟିନ୍ଦ୍; ମୁୟି ତାର୍ ମୁଆଟିଏ କଃହାଟ୍ମଃନ୍ ଉଗାଡ଼ିନ୍ଦ୍ ଆର୍ ଗଃଳ୍ ସଃବୁ ବଃନ୍ଦ୍ ନୟ୍