11 ସେ ନିଜାର୍ ଜିବନାର୍ ଦଃଣ୍ଡ୍ ହାଉତା ହଃଳ୍ ଦଃକି ସଃଲ୍ମତ୍ ଅୟ୍ଦ୍; ମର୍ ଦଃର୍ମି ଦାସ୍ ନିଜାର୍ ଦାର୍ମିକ୍ ଗିନେ ଅଃନେକ୍ ଲକେ ଦଃର୍ମିକ୍ କଃରେଦ୍ ଆର୍ ସେମଃନାର୍ ହାହ୍ ବୟ୍ଦ୍। 12 ଇତାକେ ମୁଁୟ୍ ନାମର୍ତାର୍ ସଃକ୍ତିର୍ ବିତ୍ରାର୍ ତଃୟ୍ ତାକେ ବାଗ୍ ଦଃୟ୍ନ୍ଦ୍ ସେ ସଃକ୍ତିର୍ ମଃନାର୍ ତଃୟ୍ ସେ ନିଜାର୍ ଇଚାୟ୍ ତାର୍ ଜିବନ୍ ଦିଲା ଆର୍ ଅଃଦଃର୍ମି ମଃନାର୍ ସଃଙ୍ଗ୍ ଗଃଣିତା ଅୟ୍ଲା, ଅୟିଲେକ୍ ହେଁ ସେ ଅଃନେକ୍ ଲକାର୍ ହାହାର୍ ବଜ୍ ବୟ୍ଲା ଅଃଦଃର୍ମି ମଃନାର୍ ଗିନେ ପାର୍ତନାକଃଲା।