ଇସ୍ରାଏଲ୍ ଗିନେ ଇସ୍ୱରାର୍ ଲାଡ୍
1 ଏଗା ବାଞ୍ଜି ଜଃଗ୍ରାତ୍ ନୟ୍ଲାର୍ ତୁୟ୍ ଗିତ୍କଃଉ, ଏ ଗା ହିଲାର୍ନି ଦୁକା ନାୟ୍ଲାର୍, ତୁୟ୍ ଉଚ୍ ସଃବଦେ ଗିତ୍ କୟ୍ ସଃର୍ଦାକଃର୍ କାୟିତାକ୍ବଃଲେକ୍ ଇସ୍ୱର୍ କଃଉଁଲା, ବିବା ଅୟ୍ଲା ମାୟ୍ଜିର୍ ହିଲାମଃନାର୍ ତଃୟ୍ ହୁଣି ବାପା ନୟ୍ଲା ହିଲାମଃନ୍ ଅଃଦିକ୍।