ଇସ୍ୱର୍ ଜଃଗତ୍କେ ବିଚାର୍ କଃରେଦ୍
1 ଇସ୍ୱର୍ ଇ କଃତା କଃଉଁଲା, ସଃର୍ଗ୍ ମର୍ ସିଙ୍ଗାସଣ୍ ହୁର୍ତିବି ମର୍ ହାଦ୍ସଃଙ୍ଗାଉତା ହିଣ୍ଡା; ତୁମିମଃନ୍ ମର୍ ହାଁୟ୍ କଃନ୍କା ଗଃର୍ ତିଆର୍ କଃରାସ୍? ଆର୍ କୁୟ୍ଟାଣ୍ ମର୍ ବିସାଉତା ଟାଣ୍ ଅୟ୍ଦ୍। 2 କାୟିତାକ୍ବଃଲେକ୍ ମର୍ ଆତ୍ ଇରିମଃନ୍ ତିଆର୍ କଃରିଆଚେ, ଆର୍ ଇତାର୍ ଗିନେ ଇରିମଃନ୍ ଉବ୍ଜାଣ୍ ଅୟ୍ଲି, ଇରି ଇସ୍ୱର୍ କଃଉଁଲା; ମଃତର୍ ଇ ଲକେ, ବଃଲେକ୍ ଜୁୟି ଦୁକି ଆର୍ ଦୁକି ଲକ୍ ଜେ ମର୍କଃତା ମାନି ବାଉଡ଼ି ଆସେଦ୍ ତାକେ ମୁଁ ଜଃଗ୍ରାତ୍ କଃରିନ୍ଦ୍।