15 ମାୟ୍ଜି ଟକି ନିଜାର୍ ଗଃର୍ବ୍ ଜାତ୍ ହିଲାକେ ଲାଡ୍ ନଃକେରି କି ନିଜାର୍ ଦୁଦ୍ କାତା ହିଲାକେ ହାସ୍ରି ଜଃଉଁ ହାରେ? ହେଁ ଏମଃନ୍ ହାସ୍ରି ଜଃଉଁ ହାର୍ତି, ଅୟ୍ଲେକ୍ହେଁ ତୁମିକେ ହାସ୍ରି ନାହାରି। 16 ଦଃକା, ମୁଁୟ୍ ନିଜାର୍ ଆତେ ତୁମାର୍ ରୁହ୍ ଲେକି ଆଚି; ତୁମିକେ କଃବେ ହାସ୍ରି ନଃଜାୟ୍।
Publicidade
Publicidade