5 ମଃତର୍ ସେ ଅଃମାର୍ ଅଃଦଃର୍ମ୍ ଗିନେ କଃଣ୍ଡିଆ କାବ୍ରା ଅୟ୍ଲା, ଅଃମିମଃନାର୍ ହାହାର୍ ଗିନେ କଃଣ୍ଡ୍ କଃଣ୍ଡ୍ ଅୟ୍ଲା; ଅଃମିମଃନାର୍ ସାନ୍ତି ହାଉତା ଦଃଣ୍ଡ୍ ତାର୍ ଉହ୍ରେ ହଃଳ୍ଲି ଆର୍ ତାକେ ମାଡ୍ ଅୟ୍ଲାକେ ଅଃମି ସୁସ୍ତ୍ ଅୟ୍ଲୁ। 6 ଅଃମିମଃନ୍ ସଃବୁ ମେଣ୍ଡା ହର୍ ବିନ୍ବାଟେ ଜାୟ୍ଆଚୁ; ଅଃମିମଃନ୍ ନିଜାର୍ ନିଜାର୍ ବାଟେ ବାଉଡ଼ି ଆଚୁ ଆର୍ ଇସ୍ୱର୍ ଅଃମାର୍ ସଃବୁଲକାର୍ ହାହ୍ ତାର୍ଉହ୍ରେ ଲାଦିଅୟ୍ଲା। 7 ସେ ଇନସ୍ତା ବେବାର୍ ହାୟ୍ଲା, ଅୟିଲେକ୍ ହେଁ ସେ ନିଜ୍କେ ତଃଳେ କଃରି ନିଜାର୍ ମୁଁ ହିଟାୟ୍ ନଃକେଲା ହେଁ; ହୁଜ୍ତା ଟାଣେ ନେତା ମେଣ୍ଡାବକା ହର୍ ଅୟି ମେଣ୍ଡାବାଳ୍ କାଟ୍ତା, ଲକ୍ମଃନାର୍ ତଃୟ୍ ରିଲା ହର୍ ଚିମ୍ରା ଅୟି ରିଲା।
Publicidade
Publicidade