1 ଏ ସସେ ରିଲା ଲକ୍ମଃନ୍ ତୁମିମଃନ୍ ହାଣି ହାକ୍ ଆସା, ଆର୍ ଜାର୍ କିଚି ଅଃର୍ତ୍ ନାୟ୍, ସେ ଆସ୍, ତୁମିମଃନ୍ ଆସା ଗେନା ଆର୍ କାହା; ହେଁ ଆସା ଟଃକା ଆର୍ ମଲ୍ ନଃଦେୟ୍ ଅଙ୍ଗୁର୍ ରଃସ୍ ଆର୍ ଦୁଦ୍ ଗେନା। 2 ଜୁୟ୍ରି କାଦି ନଃୟ୍ ତୁମିମଃନ୍ କାୟ୍ତାକ୍ ରୁହା କଃର୍ଚ୍ କଃରୁଲାସ୍? ଜୁୟ୍ରି ମଃନ୍ନଃହୁରେ ସେତାର୍ ଗିନେ କାୟ୍କଃରୁକେ କଃସ୍ଟ କଃରୁଲାସ୍? ମଃନ୍ଦଃୟ୍କଃରି ମର୍କଃତା ସୁଣା ଆର୍ ନିକ ଜିନିସ୍ କାହା ହୁସ୍ଟିକାଦି କାୟି ତୁମିମଃନାର୍ ଜିବନ୍କେ ସୁସ୍ତା ଅଃଉଁକେ ଦିଆସ୍। 3 କାନ୍ଡେରା ମର୍ହାକ୍ ଆସା; ସୁଣା ତଃବେ ତୁମାର୍ ଜିବନ୍ ବାଚେଦ୍; ଆର୍ ମୁୟ୍ ତୁମାର୍ ସଃଙ୍ଗ୍ ଗଟେକ୍ ସଃବୁ ଦିନାର୍ ନିୟମ୍,ବଃଲେକ୍ ଦାଉଦ୍କେ ଅଃଟୁଆ ଦଃୟା ତିର୍ କଃରୁଆଁ। 4 ଦଃକା ମୁଁୟ୍ ତାକେ ଗସ୍ଟିମଃନାର୍ ସାକି ରୁହେ, ଗସ୍ଟିମଃନାର୍ ଆଗେ ଆଡର୍ ଦେତା ମୁଳିକା ଲକ୍ବାବେ ବାଚିଆଚି। 5 ଦଃକା ଜୁୟ୍ଗସ୍ଟିକେ ତୁମି ନଃଜାଣାସ୍, ତାକେ ତୁମି କୁଦାସ୍ ଆର୍ ଜୁୟ୍ଗୁସ୍ଟି ତୁମିକେ ନଃଜାଣ୍ଲା, ସେ ତୁମାର୍ ହାକ୍ ଦଃବ୍ଳେଦ୍, ତୁମାର୍ ମାପୁର୍ ଆର୍ ଇସ୍ରାଏଲାର୍ ଦଃର୍ମିର୍ ଗିନେ ଇରି ଗଃଟେଦ୍; କାୟିତାକ୍ ବଃଲେକ୍ ସେ ତୁମିକେ ଜଃଜ୍ମାନ୍ କଃରିଆଚେ। 6 ଜଃଡେବଃଳ୍ ହଃତେକ୍ ମାପୁର୍ ଜଃଜନା ମିଳୁଲି, ସେ ହଃତେକ୍ ତୁମିମଃନ୍ ତାର୍ ସେବାକଃରା, ଜଃବେ ହଃତେକ୍ ସେ ଲଃଗେ ଆଚେ, ସେ ହଃତେକ୍ ତାର୍ତଃୟ୍ ପାର୍ତନା କଃରା।
Publicidade
Isaías 55
କରସ୍ ଉହ୍ରେ ମାପୁରାର୍ ଦଃୟା
Veja também
Publicidade