3 ସେମଃନ୍ କଃଉତି ଅଃମିମଃନ୍ କାୟ୍କଃରୁକେ ଉପାସ୍ କଃରିଆଚୁ ମାପୁର୍ ନଃଦେକ୍ଲେକ୍? ଅଃମିମଃନ୍ କାୟ୍ତାକେ ନିଜାର୍ ନିଜାର୍ ଜିବନ୍କେ କଃସ୍ଟ ଦେଉଁଲୁ ଆର୍ ତୁମି, ମଃନ୍ ଦଃୟି ନଃକେରୁଲାସ୍? ଦଃକା ଉପାସ୍ ଦିନ୍ ନିଜାର୍ ସୁକ୍ ଦଃକୁଲାସ୍ ଆର୍ ବଃଳ୍ମାଡେ ସଃବୁ କଃସ୍ଟ ହାଉଁଲାସ୍। 4 ଦଃକା ତୁମିମଃନ୍ ମାଡ୍ଗଳ୍ ଉଳାଉଳି ଗିନେ, ଦୁସ୍ଟ୍ ରୁହାର୍ ମୁଟା ସଃଙ୍ଗ୍ ମାରୁକେ ଉପାସ୍ କଃରୁଲାସ୍; ତୁମିମଃନାର୍ ଡାକ୍ ଉହ୍ରେ ଜଃନ୍କଃରି ସୁଣା ଜାୟ୍ଦ୍, ଇହର୍ ଉପାସ୍ କଃରୁଲାସ୍। 5 ଇ ରଃକମ୍ ଉପାସ୍; ନିଜ୍କେ କଃସ୍ଟ ଦେଉଁକେ କଃରାସ୍, ଅଃନ୍କା ଦିନ୍ କାୟ୍କଃରି ଆଚି? ବାସକି ବୁଟାହର୍ ମୁଣ୍ଡ୍ ଲଃସାଉଁକେ, ଆର୍ ଚାର୍ ଆର୍ ଚଟ୍ ବଃସ୍ତର୍ ତଃଳେ ଅଚାଉତାର୍, ଇରି କାୟି ଉପାସ୍ ଆର୍ ମାପୁର୍ ଗିନେ ମାନୁକେ ବଃଲି କଃଉଆସ୍? 6 ଦୁସ୍ଟ୍ ବାନ୍ଦୁଣ୍ ହିଟାଉଁକେ ଜିଅଡି ବାନ୍ଦୁଣ୍ ମେଲା କଃରୁକେ ଆର୍ ଆର୍ଲା ଅଃଉତା ଲକେ ମେଲାୟ୍ କଃରି ଚାଡି ଦେତାର୍ ଆର୍ ହଃତି ଜିଅଡି ବାଙ୍ଗ୍ତାର୍,
Publicidade