17 କାୟିତାକ୍ବଃଲେକ୍ ଦଃକା ମୁଁୟ୍ ନଃଉଆ ଅଃଗାସ୍ ମଃଣ୍ଡଳ୍ ଆର୍ ନଃଉଆ ହୁର୍ତିବି ଉବ୍ଜାଣ୍ କଃରିନ୍ଦ୍ ଆର୍ ହୁର୍ବ୍ କାଳାର୍ ବିସୟ୍ମଃନ୍ ଆରେକ୍ ଏତାଉଁ ନଃଚୁଆଁ କି ମଃନେ ଦଃରୁ ନଃଚୁଆଁ।
ନଃଉଁଆ ଉବ୍ଜାଣ୍
18 ମଃତର୍ ମୁଁୟ୍ ଜୁୟ୍ରି ଉବ୍ଜାଣ୍କଃରିନ୍ଦ୍, ତୁମିମଃନ୍ ସେତି ଉଲାସେ ରଃୟ୍ ସଃର୍ଦା କଃରା; କାୟତାକ୍ବଃଲେକ୍ ମୁଁୟ୍ ଜିରୁସାଲେମ୍କେ ଉଲାସ୍ ଆର୍ ସେତିର୍ ଲକ୍ମଃନ୍କେ ସଃର୍ଦାର୍ ଲକ୍ କଃରି ଉବ୍ଜାଣ୍ କଃରିଆଚି। 19 ମୁଁୟ୍ ଜିରୁସାଲେମ୍ ଉଲାସ୍ କଃରିନ୍ଦ୍; ଆର୍ ସେତି କାନ୍ଦ୍ଣାର୍ ସଃବଦ୍ ସୁଣା ଜାୟି ନଃକେରେ।